This browser does not support the video element.
ବୀରମହାରାଜପୁର: ଦନ୍ତାପାଲି ସ୍ଥିତ ପ୍ରେରଣା ଡେ କେୟାର ଥେରାପି କେନ୍ଦ୍ରକୁ ପରିଦର୍ଶନ କଲେ 4ଅତିରିକ୍ତ ଜିଲ୍ଲାପାଲ
Biramaharajpur, Subarnapur (Sonepur) | Sep 12, 2025
ବିରମାହାରାଜପୁର ଥାନା ଅନ୍ତର୍ଗତ ଉଫୁଲା ପଂଚାୟତର ଦନ୍ତାପାଲି ସ୍ଥିତ ରେଆର ସୋନପୁର ତରଫରୁ ତଥା ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ପରିଚାଳିତ ପ୍ରେରଣା ଡେ କେୟାର ଥେରାପି କେନ୍ଦ୍ର କୁ ଅପରାହ୍ନ 2ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜେଲିନା ପାଧାନ ପରିଦର୍ଶନ କରିଛନ୍ତି l ଏହି ଅବସରରେ କେନ୍ଦ୍ର ରେ ପ୍ରଦାନ କରାଯାଉଥିବା ଭୌତିକ ଚିକିତ୍ସା, ସ୍ୱତନ୍ତ୍ର ଶିକ୍ଷା ଉପରେ ପଚାରି ବୁଝିଥିଲେ l ଅନ୍ୟମାନଙ୍କ। ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ପଂଚାୟତ ଅଧିକାରୀ ଅର୍ଜୁନ ମାଝୀ , ରେଆର ସାଧା