Download Now Banner

This browser does not support the video element.

ଝାରସୁଗୁଡା: ମା ମାହାମାୟୀଙ୍କ ମହାଅଷ୍ଟମୀ ପୂଜା ଅବସରରେ ନିଜ ବାସଭବନରେ ନବକନ୍ୟା ଭୋଜନ ସହ ପୂଜନ କଲେ ଝାରସୁଗୁଡା ବିଧାୟକ

Jharsuguda, Jharsuguda | Sep 30, 2025
ନବକନ୍ୟା ଭୋଜନ ସହିତ ପୂଜନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ଆଜି ମା ମାହାମାୟୀଙ୍କ ମହାଅଷ୍ଟମୀର ପାବନ ଅବସରରେ ନିଜ ବାସଭବନରେ ନବ କନ୍ୟାଙ୍କ ଭୋଜନ ଆୟୋଜନ କରି ନଵକନ୍ୟାଙ୍କୁ ଭୋଜନ କରାଇଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ସକାଳ ଦଶଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ତାଙ୍କ ପତ୍ନୀଙ୍କ ସହିତ ମାତୃଶକ୍ତିଙ୍କ ସ୍ୱରୂପ ଭାବରେ କନ୍ୟାଙ୍କ ପୂଜନ କରିବା ସହିତ ଭୋଜନ କରାଇଛନ୍ତି। ଏହି ପାବନ ମୁହୂର୍ତ୍ତରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଜୀବନର ବରଦାନ ପାଇଁ ମାଁ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର
Read More News
T & CPrivacy PolicyContact Us