Download Now Banner

This browser does not support the video element.

ଛତ୍ରପୁର: ସହର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

Chhatrapur, Ganjam | Nov 2, 2024
ଛତ୍ରପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ସର୍ଟ ସର୍କିଟ ଯୋଗୁଁ ଶନିବାର ଦିନ ୧୨ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟିଛି l ଘଟଣାର ସୂଚନା ପାଇ ଛତ୍ରପୁର ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଛନ୍ତି | ଆଜି ବ୍ୟାଙ୍କ ର ଉପର ମହଲରୁ ଧୂଆଁ ବାହାରୁଥିବା କିଛି ଲୋକ ଦେଖିଥିଲେ | ପରେ ଭୟରେ ଗ୍ରାହକ ଓ କର୍ମଚାରୀ ଭୟରେ ବାହାରକୁ ଦୌଡ଼ିଥିଲେ | କିଛି ଘଣ୍ଟା ପାଇଁ ବ୍ୟାଙ୍କ ସେବା ବନ୍ଦ ରହିଥିଲା | ବ୍ୟାଙ୍କର ଉପର ମହଲରେ ଲାଗିଥିବା ସୋଲାର ପାନେଲ ରୁ ହିଁ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଜଣାପଡିଥିଲା | ଏନେଇ ବ୍ୟାଙ୍କର କୌଣସି ବଡ଼ ଧାରଣର କ୍ଷତି ହୋଇନଥିବା ଜଣାପଡିଛି l
Read More News
T & CPrivacy PolicyContact Us