This browser does not support the video element.
ଝାରସୁଗୁଡା: ଲଖନପୁର ଏମସିଏଲ ଖଣିକ୍ଷେତ୍ର ରେ ସୁରକ୍ଷା କର୍ମୀଙ୍କ ଉପରେ ଚଢିଗଲା କୋଇଲା ବୋଝେଇ ହାଇୱା, ଦୁର୍ଘଟଣାରେ ସୁରକ୍ଷକର୍ମୀ ମୃତ
Jharsuguda, Jharsuguda | Sep 8, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ଏମସିଏଲ ଖଣିକ୍ଷେତ୍ର ରେ ସୁରକ୍ଷା କର୍ମୀଙ୍କ ଉପରେ ଚଢିଗଲା କୋଇଲା ବୋଝେଇ ହାଇୱା, ଦୁର୍ଘଟଣାରେ ଜଣେ ସୁରକ୍ଷକର୍ମୀ ମୃତ l ତେବେ ମୃତକ ଜଣକ ପିପିଲିକାନି ପଂଚାୟତ ପଦପାଲି ଗାଁ ର ସଂଜୀବ ପ୍ରଧାନ ବୋଲି ଜଣାପଡିଛି l ତେବେ ଆଜି ସକାଳେ ଦୁର୍ଘଟଣା ଘଟି ସୁରକ୍ଷା କର୍ମୀଙ୍କ ମର୍ତ୍ୟୁ ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସକାଳ ସାଢେ ଆଠଟା ସମୟରେ ଘଟଣାସ୍ଥଳରେ ବନହରପାଲି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି।