Download Now Banner

This browser does not support the video element.

ବୀରମିତ୍ରପୁର: ପୁରୁଣାପାଣି ଟାଉନସିପର କମ୍ୟୁନିଟି ସେଣ୍ଟର ପରିସରରେ କଂଗ୍ରେସ ଦଳୀୟ ନିର୍ବାଚନ ସ୍ତରୀୟ ବୈଠକ ଅନୁଷ୍ଠିତ।

Biramitrapur, Sundargarh | Sep 8, 2025
ପୁରୁଣାପାଣି ଟାଉନସିପର କମ୍ୟୁନିଟି ସେଣ୍ଟର ପରିସରରେ କଂଗ୍ରେସ ଦଳୀୟ ନିର୍ବାଚନ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏଆଇସିସିର ଆସିଥିବା ସଞ୍ଜୟ କପୁରଙ୍କ ଉପସ୍ଥିତିରେ ବୈଠକ ଆରମ୍ଭ ହୋଇଥିଲେ।ଏଥିରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ, ବିଶ୍ରା, କୁଅରମୁଣ୍ଡା ବ୍ଲକ ତଥା ବୀରମିତ୍ରପୁର ମ୍ୟୁନିସିପାଲିଟିର ଶତାଧିକ କର୍ମୀ ଯୋଗଦେଇଥିଲେ। ବକ୍ତବ୍ୟରେ ସଂଗଠନ କିପରି ସୁଦୂଢ ହେବ ତା ବିଷୟରେ କହିଥିଲେ।
Read More News
T & CPrivacy PolicyContact Us