Download Now Banner

This browser does not support the video element.

ଢେଙ୍କାନାଳ ସଦର: ନେଉଳପୋଇ ଗ୍ରାମରେ ଦୁର୍ଗାପୂଜା ଉପଲକ୍ଷେ ସମର କଳା ପ୍ରତିଯୋଗୀତା

Dhenkanal Sadar, Dhenkanal | Oct 1, 2025
ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ନେଉଳ ପୋଇ ଗ୍ରାମରେ ୪୬ ବର୍ଷ ହେବ ମାଙ୍କ ଦୁର୍ଗାପୂଜା ହୋଇଆସୁଛି । ମାଙ୍କ ମଣ୍ଡପ ନିକଟରେ ଜୟଦୁର୍ଗା ପୂଜା ପ୍ରତିଷ୍ଠାନ ପକ୍ଷରୁ ସମରକଳା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମମାନଙ୍କରୁ ପାଇକ ପୁଅମାନେ ବିରବେସରେ ସଜେଇ ହୋଇ ବୀର ବାଦ୍ୟର ତାଳେ ତାଳେ ନିଜର ସମରକଳା ପ୍ରଦର୍ଶନ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ ପାଲଟାସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଏବଂ ଅନ୍ୟାନ୍ୟ ଅତିଥିମାନେ ମଞ୍ଚାସିନ ହୋଇ ସମରକଳାକୁ ଦେଖିଛନ୍ତି ।
Read More News
T & CPrivacy PolicyContact Us