This browser does not support the video element.
ଚାନ୍ଦବାଲି: ଚାନ୍ଦବାଲି ଫିଲ୍ମ ହଲ ଛକ ନିକଟରେ 11 କେଭି ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର, କଟକ ସ୍ଥାନାନ୍ତର
Chandabali, Bhadrak | Apr 16, 2024
ଏନ ଏ ସି ସଦର ବଜ଼ାର ଫିଲ୍ମ ହଲ ଛକ ନିକଟରେ ଜଣେ ଯୁବକ 11କେଭି ବିଜୁଳି ଖୁଣ୍ଟରେ ଚଢି ପତାକା ମାରୁଥିବା ବେଳେ ବିଜୁଳି ଆଘାତ ଲାଗିବାରୁ ସେ ତଳକୁ ଟଳି ପଡିଥିଲେ l ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କାରି ଚାନ୍ଦବାଲି ମେଡିକାଲ ଭର୍ତ୍ତୀ କରିଥିଲେ ମଧ୍ୟ୍ୟ ସେ ଗୁରୁତୁର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି, ଗୁରୁତ୍ୱର ଯୁବକ ହେଉଛନ୍ତି ସ୍ଥାନୀୟ ଚାନ୍ଦବାଲି ବଜ଼ାରର ତ୍ରିଲୋଚନ ସାହୁ ବୋଲି ସୂଚନା ମିଳି