This browser does not support the video element.
ସୋନପୁର: ଚମ୍ପାମାଲର ପ୍ରସିଦ୍ଧ ଶୈବପୀଠରେ ଆଜି ମହାଜଲା ଭିଶେକ୍ ଏବଂ ଅନାବୃଷ୍ଟି ହୋମଯଜ୍ଞ ଅପର
Sonapur, Subarnapur (Sonepur) | Aug 30, 2025
ସୁବର୍ଣ୍ଣପୁର ଜିଲ୍ଲା ବିଏମାହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଲର ପ୍ରସିଦ୍ଧ ଶୈବପୀଠରେ ଆଜି ମହାଜଲା ଭିଶେକ୍ ଏବଂ ଅନାବୃଷ୍ଟି ହୋମଯଜ୍ଞ ଅପରାହ୍ନ 4ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି l ବୀରମହାରାଜପୁର ଅଞ୍ଚଳ ରେ କମ ବର୍ଷା ହେଉଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି l ଏଣୁ ଆଜି ରୁଷ୍ୟଶୃଙ୍ଗ, ବରୁଣ ଏବଂ ଲକ୍ଷ୍ମୀ ଙ୍କୁ ପୂଜା କରିବା ସହିତ ଦେବ ଦେବ ମହାଦେବ ବାବା ଚମ୍ପେଶ୍ୱରଙ୍କୁ ମହା ଜଳାଭିଷେକ କରାଯାଇଥିଲା l କଳସ ଶୋଭାଯାତ୍ରା କରାଯାଇ ସ୍ଥାପନ କରାଯାଇଥିଲା l ପରେ , ଘୃତ ଆହୁତି କରି ହୋମ ଯଜ୍ଞ କରିବା ପରେ ଆଳତି ପ୍ରଦାନ ପ୍ରଦାନ କରାଯାଇଥି