Download Now Banner

This browser does not support the video element.

ବଲାଙ୍ଗୀର: ବଡ଼ ମାଲ ଫାଣ୍ଡି ଥାନା ଭିତରେ ପୋଲିସ ଉପରେ ମାଡ଼ ଓ ଗାଳିଗୁଲଜ ଭିଡିଓ ଭାଇରଲ#viral

Balangir, Balangir | Sep 2, 2025
ଥାନା ଭିତରେ ପୋଲିସ ଉପରେ ମାଡ଼ ଓ ଗାଳିଗୁଲଜ ଭିଡିଓ ଭାଇରଲ ଗତକାଲି ସଇନ୍ତଳା ଥାନା ଅଧୀନସ୍ଥ ବଡ଼ମାଳ ଫାଣ୍ଡିରେ ହେଲା ଅଭୂତପୂର୍ବ ଘଟଣା। କିଛି ସ୍ଥାନୀୟ ବ୍ୟକ୍ତି ଫାଣ୍ଡି ଭିତରକୁ ଜୋରଜବରଦସ୍ତ ପଶି, ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝିଙ୍କୁ ଗାଳିଗୁଲଜ ସହ ଧମକ ଦେବା ସହିତ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ। ସେଥିରେ ମନା କରିଥିବା କନେଷ୍ଟବଳ ତପନେ ନାଗଙ୍କୁ ମଧ୍ୟ ଆକ୍ରମଣ କରାଗଲା। ଏହି ଘଟଣାର ଭିଡିଓ ଆଜି ଅପରାହ୍ନ 2ଟାରେ ଭାଇରଲ ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋରଦାର।
Read More News
T & CPrivacy PolicyContact Us