This browser does not support the video element.
ବୀରମହାରାଜପୁର: ବିନିକା ବସଷ୍ଟାଣ୍ଡ ଠାରେ ଜଣେ କଲେଜ ଛାତ୍ର ଜଣେ କଲେଜ ଛାତ୍ରୀଙ୍କ ଚୁଟିଧରି ଘୋଷାଡି ଘୋଷାଡି ନେଇ ମାଡ ମାରୁଥିବା ଭିଡିଓ ଭାଇରାଲ
Biramaharajpur, Subarnapur (Sonepur) | Aug 23, 2025
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡ ଠାରେ ଜଣେ ଜନେ କଲେଜ ଛାତ୍ର ଜଣେ କଲେଜ ଛାତ୍ରୀଙ୍କ ଚୁଟିଧରି ଘୋଷାଡି ଘୋଷାଡି ନେଇ ମାଡ ମାରୁଥିବା ଘଟଣା ଶିଶିଟିଭିରେ କଏଡ ହୋଇଛି l ଏହି ଭିଦିଓଟି ଆଜି ସନ୍ଧ୍ୟା 6ତାରେ ହସ୍ତଗତ ହୋଇଥିବା ବେଳେ ବିଦିଓଟି ଭାଇରାଲ୍ ହେବାରେ ଲାଗିଛି l ଯାହା ଜନସୂଚନା ରହିଛି ନାବାଳିକା ଜଣକ ବସଷ୍ଟାଣ୍ଡ ଠାରେ ବସକୁ ଅପେକ୍ଷା କରିଥିଲେ l ସେହି ସମୟରେ ନାବାଳକ ଜଣକ ଆସି ନାବାଳିକାଙ୍କ ଚୁଟିକୁ ଧରି ଘୋଷାଡି ଘୋଷାଡି ନେଇ ମାଡ ମାରିଥିଲେ l ସେଠାରୁ।ନାବାଳିକା ଜଣକ ନିଜ ଜୀବନ ବଞ୍ଚାଇ ଥାନାକୁ ଯାଇ ଘଟଣା ବିଷୟରେ ଜଣାଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲ