Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନଜିବାକୁ ବାରଣ କଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ
Jagatsinghapur, Jagatsinghpur | Sep 13, 2025
ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନଜିବାକୁ ବାରଣ କଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ l ସୂଚନା ମୁତାବକ ବଙ୍ଗପ ସାଗର ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ପ୍ରଭାବ ରେ,ପବନ ସହିତ ବଢିବ ବର୍ଷାର ବେଗ, ସମୁଦ୍ର ରହିବ ଅଶାନ୍ତ, ମାଡି ଆସିବ ଉଚ୍ଚ ଢେଉ, ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଯିବିଙ୍କୁ ଜାରିହେଲା ସତର୍କ ସୂଚନା ଜାରିକଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ
Share
Read More News
T & C
Privacy Policy
Contact Us
Your browser does not support JavaScript!