Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ଠାରେ ସଙ୍ଗଠକ ସୣଜନ କାଯ୍ୟକ୍ରମ ଅନୁଷ୍ଠିତ ପ୍ରେସମିଟ ଜରିଆରେ ସୁଚନା ଦେଲେ AICC ପଯ୍ୟବେକ୍ଷକ

Phulabani Town, Kandhamal | Sep 4, 2025
କଂଗ୍ରେସ ଦଳର ସାଙ୍ଗଠନିକ ଗୁରୁତ୍ତ୍ୱପୂର୍ଣ୍ଣ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ "ସଂଘଠନ ସୃଜନ" ନାମରେ ଏକ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମ ଆସନ୍ତା 4 ତାରିଖ ଠାରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି । AICC ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସଂଜୟ ଯୋଶୀ ଜୀ, ପିସିସି ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଭୋକଳି ସେଠି ଓ ଶ୍ରୀ ପ୍ରଶାନ୍ତ ବିଶୋଇ ମହୋଦୟ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀଙ୍କୁ ଭେଟି ଆଲୋଚନା କରାଯାଇଛି। ବର୍ତ୍ତମାନ ଜିଲ୍ଲାରେ ଯେପରି ସଂଘଠନ ଚାଲିଛି ଓ ସ୍ଥିତି ଯାହା ଅଛି ଆପଣ ମାନେ ସମ୍ପୂର୍ଣ୍ଣ
Read More News
T & CPrivacy PolicyContact Us