Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଉଦଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ମିଥ୍ୟା ଅଭିଯୋଗ ବାବଦରେ ଅତିରିକ୍ତ ଏସପି ବାରିପଦା ଅଫିସରେ ଦେଲେ ପ୍ରତିକ୍ରିୟା

Baripada M, Mayurbhanj | Sep 1, 2025
ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ ପ୍ରମାଣିତ ହେବାପରେ ଏହି ଘଟଣା ସମ୍ପର୍କରେ ସୋମବାର ଦିନ ପ୍ରାୟ ୧ଟାରେ ବାରିପଦା ସ୍ଥିତ ଅଫିସରେ ପ୍ରତିକ୍ରିୟା ଦେଇଛନ୍ତି ଅତିରିକ୍ତ ଏସପି ଦୀପକ କୁମାର ଗଚ୍ଛାୟତ।
Read More News
T & CPrivacy PolicyContact Us