Download Now Banner

This browser does not support the video element.

ବରଗଡ: ଟାଉନ ପୋଲିସ ଓ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ବିକାଶ କଲେଜ ଠାରେ ଅନୁଷ୍ଠିତ ହେଲା ସାଇବର ସଚେତନତା କାର୍ଯ୍ୟକ୍ରମ

Bargarh, Bargarh (Baragarh) | Sep 13, 2025
ବରଗଡ଼ର ବିକାଶ କଲେଜରେ ଶନିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଟାଉନ ପୋଲିସ ଏବଂ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସାଇବର ସଚେତନତା ଉପରେ ଏକ ସଚେତନତା କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଛି | କାର୍ଯ୍ୟକ୍ରମରେ ସାଇବର ପୋଲିସ,ଗ୍ରାମାଞ୍ଚଳ ଥାନା ଅଧିକାରୀ,ବିକାଶର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ | ବର୍ତ୍ତମାନ ସମସ୍ତେ ମୋବାଇଲ ବ୍ୟବହାର କରୁଥିବା ବେଳେ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି ।
Read More News
T & CPrivacy PolicyContact Us