Download Now Banner

This browser does not support the video element.

ପାଲଲହଡା: ମୁକ୍ତାପୁର ଗ୍ରାମ ନିକଟ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର; ମେଡିକାଲରେ ଭର୍ତ୍ତି

Palalahada, Angul | Nov 29, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ମୁକ୍ତାପୁର ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଥିବା ଶୁକ୍ରବାର ଅପରାହ୍ନ ୪: ୩୦ସମୟରେ ଜଣାପଡିଛି। ସୁଚନା ଅନୁସାରେ ପାଲଲହଡ଼ା ପଟୁ ଜଗମୋହନପୁର ଆଡ଼କୁ ଜଣେ ବାଇକ ଆରୋହୀ ୪୯ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ, ମୁକ୍ତାପୁର ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ ଆରୋହୀ ରାସ୍ତାରେ ପଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ପଠାଇ ଥିଲେ। ଦୁର୍ଘଟଣା ବାଇକ ଆରୋହୀଙ୍କ ପରିଚୟ ମିଳି ପାରି ନାହିଁ।
Read More News
T & CPrivacy PolicyContact Us