Download Now Banner

This browser does not support the video element.

ଫୁଲବାଣୀ ସହର: ଦଳପଡା ଉଚ୍ଚବିଦ୍ୟାଳୟ ରେ ବୃକ୍ଷ ରୋପଣ କାଯ୍ୟକ୍ରମ, ଯୋଗ ଦେଲେ ତିନି ଅନୁଷ୍ଠାନର ଡାଇରେକ୍ଟର

Phulabani Town, Kandhamal | Sep 10, 2025
ଦଳପଡା ଉଚ୍ଚବିଦ୍ୟାଳୟ ରେ ବୃକ୍ଷ ରୋପଣ କାଯ୍ୟକ୍ରମ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ, ଖୁସି କେୟାର ହସ୍ପିଟାଲ ଓ ବିଦ୍ୟାଳୟ ର ଇକୋ କ୍ଲବ ର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାଯ୍ୟକ୍ରମ ଦଳପଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ kpcp ର ସଭାପତି ଡକ୍ଟର ଦିଲ୍ଲୀପ କୁମାର ସାହାଣୀ,ସମ୍ମାନିତ ଅତିଥି ଭାବେ ଉପସଭାପତି ଦ୍ବୟ ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭେନ୍ଦୁ ତ୍ରିପାଠୀ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବାରିକ, ସମସ୍ତ କର୍ମଚାରୀ ଓ ଛାତ୍ର
Read More News
T & CPrivacy PolicyContact Us