This browser does not support the video element.
ବରଗଡ: ଲେବଡି ଛକ ରାସ୍ତାରେ ବୋଲେରେ ଧକ୍କାରେ ଗୁରୁତର ଥିବା SIଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଆସିଲା ସୁଧାର,ବରଗଡ଼ର ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା
Bargarh, Bargarh (Baragarh) | Sep 8, 2025
ସୋହେଲା ଦଶମାଇଲ ଲେବଡି ଛକ ରାସ୍ତାରେ ବୋଲେରୋ ଧକ୍କାରେ ଗୁରୁତର ଥିବା ସବ ଇନେସ୍ପେକ୍ଟରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ନେଇ ସୋମବାର ସନ୍ଧ୍ୟା 6 ଘଣ୍ଟା ସମୟରେ ସୂଚନା ଦିଆଯାଇଛି l ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ପୋଲିସ ସବ ଇନେସ୍ପେକ୍ଟର ଚିକିତ୍ସିତ ହେଉଛନ୍ତି l ଗତକାଲି ବିଳମ୍ବିତ ରାତିରେ ସୋହେଲା ଦଶମାଇଲ ଲେବଡି ଛକ ରାସ୍ତାରେ ବୋଲେରୋ ଧକ୍କାରେ ସବ ଇନେସ୍ପେକ୍ଟର ଅମିତ ଧଳ ଗୁରୁତର ଆହତ ହୋଇଥିଲେ | ନାଇଟ ପେଟ୍ରୋଲିଙ୍ଗ ସହ ଗାଡ଼ି ଯାଞ୍ଚ କରୁଥିବା ସମୟରେ ସୋହେଲା ଥାନାର SI ଅମିତ ଧଳଙ୍କୁ ଏକ ବୋଲେରୋ ଗାଡ଼ି ଧକ୍କା ଦେଇଥିଲା ଓ ଧକ୍କା ଦେବାପରେ ଘଟଣା ସ୍ଥଳର