Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦା ସର୍କିଟ ହାଉସ ଠାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ; ବାରିପଦା ବିଧାୟକଙ୍କ ଯୋଗଦାନ

Baripada M, Mayurbhanj | Aug 31, 2025
ରବିବାର ଦିନ ପ୍ରାୟ ୧୧ ଟା ରୁ ୧୨ ଟା ଯାଏଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୫ ତମ "ମନ୍ କି ବାତ୍" କୁ ବାରିପଦା ସର୍କିଟ ହାଉସ ଠାରେ ଏଲଇଡି ସ୍କ୍ରିନ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାରିପଦା ବିଧାୟକ ପ୍ରକାଶ ସୋରେନ ସାମିଲ ହୋଇଥିବା ନେଇ ଜଣାପଡିଛି।
Read More News
T & CPrivacy PolicyContact Us