Download Now Banner

This browser does not support the video element.

ସୋନପୁର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ସୋନପୁର ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sonapur, Subarnapur (Sonepur) | Aug 24, 2025
ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଖାରବେଳ ନଗର ୫ ର ରାଜ୍ୟ ସଭାପତି ଶ୍ରୀମତୀ ଅନିତା ମେହେର ଙ୍କ ଅଧ୍ୟକ୍ଷତାରେ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ସୋନପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ସଭାପତି ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସଭାପତି ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୋନପୁର ଓ ବୋଉଦ୍ ଜିଲ୍ଲାର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଆସନ୍ତା ସେପ୍ଟେମ୍ୱର ୫ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ କିପରି ସୂଚାରୁରୂପେ ସଫଳ ହୋଇପାରିବ ସେଥିପାଇଁ ଶିକ୍
Read More News
T & CPrivacy PolicyContact Us