Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ସହରର ବିଭିନ୍ନ ମଣ୍ଡପରେ ମା ଦୂର୍ଗାଙ୍କ ମହା ଦଶମୀ ପୂଜା ଅନୁଷ୍ଠିତ, ଗହଳିକୁ ନଜରରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା
Baripada M, Mayurbhanj | Oct 2, 2025
ଦୁର୍ଗତି ନାଶିନୀଙ୍କ ଆବାହନରେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଚଳଚଞ୍ଚଳ ପୂଜା ମଣ୍ଡପ। ଆଜି ଅର୍ଥାତ ଗୁରୁବାର ପୂଜା ମଣ୍ଡପରେ ମହାମାୟୀଙ୍କ ମହା ଦଶମୀ ପୂଜା ଅନୁଷ୍ଠିତ ହେଉଛି। ସକାଳ ୬ଟା ରୁ ୧୨ ଟା ଯାଏଁ ପୂଜା ମଣ୍ଡପରେ ମାଆ ମହା ଦଶମୀ ପୂଜା ହୋଇଛି। ବାରିପଦାର ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ ସାଙ୍ଗକୁ ବାଜା ଓ ହୋମ ଯଜ୍ଞରେ କମ୍ପୁଛି ମଣ୍ଡପ।
Share
Read More News
T & C
Privacy Policy
Contact Us
Your browser does not support JavaScript!