Download Now Banner

This browser does not support the video element.

କଣ୍ଟାବାଞ୍ଜି: ତୁରେକେଲା କଲେଜ ରାସ୍ତାର ଏକ ଗାଡ଼ିରୁ ୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଜବତ ଘଟଣା; କଣ୍ଟାବାଞ୍ଜି ଅବକାରୀ ଅଫିସରେ ସୂଚନା ଦେଲେ ଡିଏସଇ

Kantabanji, Balangir | Apr 9, 2024
ଆଜି କଣ୍ଟାବାଞ୍ଜି ଅବକାରୀ ବିଭାଗକୁ ମିଳିଛି ସଫଳତା। କଣ୍ଟାବାଞ୍ଜି ଅବକାରୀ ବିଭାଗର ପାଟ୍ରୋଲିଂ ବେଳେ ବେଆଇନ ଭାବେ ମହୁଲ ଚାଲାଣ ହେଉଥିବା ବେଳେ ତୁରେକେଲା କଲେଜ ପାଖରେ ଏକ ଟାଟା ଏସି ଗାଡ଼ିରୁ ୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଜବତ ହେବା ସହ ଗାଡି ଡ୍ରାଇଭରକୁ ଗିରଫ କରାଯାଇଛି। ଏନେଇ କଣ୍ଟାବାଞ୍ଜି ଅବକାରୀ ଅଫିସରେ ସୂଚନା ଦେଲେ ଅବକାରୀ ଡେପୁଟି ସୁପରିଟେଣ୍ଡଡେଣ୍ଟ ହରିହର ଧଳ।
Read More News
T & CPrivacy PolicyContact Us