Install App
sushantpattnayak1983
This browser does not support the video element.
ଛତ୍ରପୁର: ବିସ୍ଥାପିତଙ୍କୁ ଥଇଥାନ ପାଇଁ ନୁଆଁ ଗୋଳାବନ୍ଧରେ ଆଜିଠୁ ଆରମ୍ଭ ହେଲା ସର୍ଭେ, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
Chhatrapur, Ganjam | Sep 10, 2025
ଗୋପାଳପୁର ଅଧୀନରେ ଥିବା ନୂଆଗୋଳାବନ୍ଧରେ ଦୀର୍ଘ ବର୍ଷର ସମସ୍ୟା ରହିଥିବା ନେଇ ସରକାରଙ୍କୁ ଦୃଷ୍ଟି ଆକର୍ଷଣ ହୋଇଥିଲା l ନୁଆଁ ଗୋଳାବନ୍ଧ ବାସିନ୍ଦା ପାଇଁ କୀର୍ତ୍ତିପୁର ମୌଜା ଠାରେ ବିସ୍ଥାପିତ ପରିବାରଙ୍କୁ ୧୦୦୮ ଘର ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିଲା l ଏଥି ମଧ୍ୟରୁ ପ୍ରାୟ ୭୦-୮୦ ପରିବାର ସ୍ଥାନାନ୍ତର ହୋଇଥିଲେ l ଏନେଇ ବୁଧବାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!