Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତରେ କୋଇମେଟା ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ

Malkangiri, Malkangiri | Aug 24, 2025
ସୀମାନ୍ତରେ ମାଓବାଦୀଙ୍କ ଲୁଚାଇ ରଖା ଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ମାଲକାନଗିରି ଜିଲ୍ଲା ସୀମାନ୍ତ କୋଇମେଟା ଜଙ୍ଗଲରେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ ବେଳେ ଏକ ମାଓ ଡମ୍ପ ଠାବ କରିଥିଲେ। ଯେଉଁଥିରେ ବିପୁଳ ପରିମାଣର ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀକୁ ମାଓବାଦୀ ମାନେ ଗଚ୍ଛିତ ରଖିଥିବା ବେଳେ ଏହାକୁ ଜବତ କରିଛନ୍ତି ଯବାନ ମାନେ। ସୁକମା ଜିଲ୍ଲା ପୁଲିସ, କୋବ୍ରା ଯବାନ, ସିଆରପିଏଫ ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି।
Read More News
T & CPrivacy PolicyContact Us