Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡି ଦଶହରାରେ ମନ ମହୁଛି ସୁଉଚ୍ଚ ତୋରଣ

Dabugan, Nabarangpur | Sep 29, 2025
ଚଳିତ ବର୍ଷର ଦଶହରା ଲାଗି ଚଳ ଚଞ୍ଚଳ ହୋଇଉଠିଛି ପାପଡାହାଣ୍ଡି ସହର | ବସଷ୍ଟାଣ୍ଡ ସାର୍ଵଜନୀନ ଦୁର୍ଗାପୂଜା କମିଟିର ଜଗନ୍ନାଥ ମନ୍ଦିର ଓ ଶ୍ରୀଶ୍ରୀଶ୍ରୀ ଦୁର୍ଗାପୂଜା କମିଟିର ପ୍ରେମ ମନ୍ଦିର ତୋରଣ ମୂଖ୍ୟ ଆକର୍ଷଣ ହୋଇଛି | ଆଜି ମାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି | ସହରର ମୁଖ୍ୟ ରାସ୍ତାରେ ରଙ୍ଗୀନ ଆଲୋକ ସଜ୍ଜା ହୋଇଛି | ଦଶହରା ଦିନ ରାବଣ ପୋଡି ଅନୁଷ୍ଠିତ ହେବ | ଦୁର୍ଗାପୂଜା ଦେଖିବାକୁ ପ୍ରବଳ ଭିଡ଼ ହୋଇଛି | ରାସ୍ତାର ଉଭୟ ପାର୍ଶ୍ଵରେ ଉଠା ଦୋକାନିଙ୍କ ପସରା ବସିଛି |
Read More News
T & CPrivacy PolicyContact Us