Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: କେବେ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର l ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ସରକାର ଙ୍କୁ ଅନୁରୋଧ କଲେ ପଯ୍ୟଟକ l
Puri M, Puri | Sep 7, 2025
କେବେ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର l ସରକାର ଙ୍କୁ ଅନୁରୋଧ କଲେ ପଯ୍ୟଟକ l ଆଜି ଜଣେ ପଯ୍ୟଟକ ଗୁଜୁରାଟ ରୁ ନିଜର ସହ ପରିବାର ଲୋକଙ୍କ ସହିତ ପୁରୀ ବୁଲିବାକୁ ଆସିଥିଲେ l ନିଜର ଵୃଦ୍ଧା ବାପା ମାଆ ଙ୍କୁ ଶ୍ରୀମନ୍ଦିର ଦର୍ଶନ କରେଇଲେ ହେଲେ ଶ୍ରୀମନ୍ଦିର ଗୁଣ୍ଡିଚା ମନ୍ଦିର ଯାଇଥିଲେ ନିରାଶ ହୋଇ ଫେରିଲେ l କାରଣ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ଅଛି l ଆଜି ସେ ସରକାର ଙ୍କୁ ଅନୁରୋଧ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!