Install App
usr09776087
This browser does not support the video element.
ଟିଟିଲାଗଡ: ତୁଷୁରାର ଜଣେସାମ୍ବାଦିକ ଏବଂ ସଇଁତଳା ସାମ୍ବାଦିକ ସଂଘ ରେ ଥିବା ବିବାଦ ହେଲା ସମାଧାନ ସଇଁତଳା ଥାନାଆଗରେ ପ୍ରତିକ୍ରିୟ ଦେଲେ ତୁଷୁରା ସାମ୍ବାଦିକ
Titlagarh, Balangir | Apr 23, 2025
ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଅର୍ନ୍ତଗତ ମାଢେକେଳା ପଞ୍ଚାୟତ ଠାରେ ତୁଷୁରା ର ସାମ୍ବାଦିକ ଖବର ପ୍ରସାରଣ କରିବା ସମୟରେ ସେଠାରେ ସଇଁତଳା ର ରିପୋର୍ଟର ଙ୍କୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା ସଇଁତଳା ଥାନାରେ। ତୁଷୁରା ର ରିପୋର୍ଟର ଅରବିନ୍ଦ ବିଶ୍ଵାଲ ସଇଁତଳା ଥାନା କୁ ଯାଇ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ସମାଧାନ ହେବାପରେ ୯ ଟା ସମୟରେ ଅରବିନ୍ଦ ବିଶ୍ଵାଲ ଦେଲେ ପ୍ରତିକ୍ରିୟା।
Share
Read More News
T & C
Privacy Policy
Contact Us
Your browser does not support JavaScript!