This browser does not support the video element.
ସୁକିନ୍ଦା: ଅଁଳାଝରି ଗ୍ରାମରେ ହାତରେ ବାଣ ଫୁଟି ଯୁବକ ଗୁରୁତର
Sukinda, Jajpur | Sep 2, 2025
ଅଁଳାଝରି ଗ୍ରାମରେ ହାତରେ ବାଣ ଫୁଟି ଜଣେ ଯୁବକ ଗୁରୁତର ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଅଁଳାଝରି ଗ୍ରାମରେ ଠାକୁର ଭସାଣୀ ସମୟରେ ଜଣେ ଯୁବକଙ୍କ ହାତରେ ବାଣ ଫୁଟି ଯୁବକ ଜଣଙ୍କ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ମଙ୍ଗଳବାର ସକାଳ 7 ଘଟିକା ସମୟରେ ଦେଖିବାକୁ ମିଳିଛି ।