This browser does not support the video element.
ଆନନ୍ଦପୁର: ଆନନ୍ଦପୁରରେ ବିପଦ ସଂକେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳକୁ ସତର୍କ ସୂଚନା
Anandapur, Kendujhar | Aug 24, 2025
ଆନନ୍ଦପୁର ରାଜଘାଟ ଠାରେ ବିପଦ ସଂକେତ ଟପିଛି ବୈତରଣୀ ନଦୀର ଜଳସ୍ତର। ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ଥିବା ବେଳେ ସନ୍ଧ୍ୟା ୭ଟାରେ ଜଳସ୍ତର ୩୮.୩୮୦ ମିଟର ରେ ପ୍ରବାହିତ ହେଉଛି। ଦୃତାଗତିରେ ଜଳସ୍ତର ବଢୁଥିବାରୁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳକୁ ସତର୍କ ରହିବାକୁ ସୁଚନା ଦିଆଯାଇଛି।