This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମ ଛକରେ ରାସ୍ତାରୋକ ହୋଇଛି ।
Digapahandi, Ganjam | Sep 24, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମ ଛକରେ ରାସ୍ତାରୋକ ହୋଇଛି । ଗତକାଲି ପଦ୍ମନାଭପୁର ଗ୍ରାମ ର ଶିକ୍ଷକଙ୍କ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିଲା । ଯାହାର ପ୍ରତିବାଦ ରେ ଆଜି ଦିନ 3 ଘଣ୍ଟ ରେ ଗ୍ରାମବାସୀ ରାସ୍ତାରୋକ କରିଥିବା ଜଣାପଡିଛି । ପୋଲିସ ପ୍ରଶାସନ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ରାସ୍ତାରୋକ ଦ୍ବାରା ଦିଗପହଣ୍ଡି ମୋହନା ଗାଡି ଚଳାଚଳ ବନ୍ଦ ରହିଛି ।