This browser does not support the video element.
ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଏକ ସାତଦିନିଆ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ ହୋଇ ଯାଇଛି
Malkangiri, Malkangiri | Sep 11, 2025
ମାଲକାନଗିରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଏକ ସାତଦିନିଆ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ ହୋଇ ଯାଇଛିା ଏହି ସ୍ୱତନ୍ତ୍ର ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲୋ ବ।ଲ୍ୟ ବିବାହ ରୋକିବା ଏବଂ ଜାତୀୟ ସେବା ଯୋଜନାର ଗୁରୁତ୍ୱ ତଥା ଲକ୍ଷ ଉଦ୍ଦେଶ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲୋ ସଭାକୁ ଗୌତମ ନାଏକ, ପରିଚାଳନା କରିଥିବା ବେଳେ ସ୍ୱତନ୍ତ୍ର ଶିବିରର ଲକ୍ଷ ଉଦ୍ଦେଶ୍ୟ ତଥା ନାରୀ ଶିକ୍ଷା ଉପରେ ଅତିଥି ମନେ ଗୁରୁତ୍ୱ ପ୍ରଦାନ କରିଥିଲୋ