Download Now Banner

This browser does not support the video element.

ବାଲିକୁଦା: ମଙ୍ଗପୁର ଗ୍ରାମରେ ଦେଢଶୁର ଆକ୍ରମଣ ରେ ଭାଇବୋହୁ ଓ ଝିଆରୀ ଗୁରୁତର ଥାନାରେ ଅଭିଯୋଗ

Balikuda, Jagatsinghpur | Apr 14, 2024
ଗତକାଲି ରାତ୍ରି ରେ ମଙ୍ଗପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୂଚନା ରୁ ଜଣାଯାଏ ଯେ ମଙ୍ଗପୁର ଗ୍ରାମର ସୁଷମା ନାୟକ ଓ ଝିଅ ରୁପାଲୀ ନାୟକ ଙ୍କୁ ତାଙ୍କ ଦେଢଶୁର ବିଜୟ ନାୟକ ଓ ତା ପରିବାର ଆକ୍ରମଣ କରି ଗୁରୁତର କରିଛନ୍ତି l ସୁଷମା ଙ୍କ ସ୍ୱାମୀ ଅଭୟ ନାୟକ ଏହି ଘଟଣା ରେ ରାତ୍ରି 9ଟା ବେଳେ ବାଲିକୁଦା ଥାନାରେ ଅଭିଯୋଗ ଦେଇଛନ୍ତି l ଏହି ଆକ୍ରମଣ ଛେଳି ଛୁଆ ମୁଗ ଖାଇବା କୁ ନେଇ ହୋଇଥିବା ଜଣା ପଡିଛି l
Read More News
T & CPrivacy PolicyContact Us