Download Now Banner

This browser does not support the video element.

ସଦର: ଖୋଲାଣ୍ଡି ଛକ ନିକଟରେ ହାଇୱା ଧକ୍କା ରେ ମହିଳା ମୃତ

Sadar, Kalahandi | Sep 10, 2025
ସଦର ଥାନା ମାର୍ଣ୍ଣିଙ୍ଗ ଗ୍ରାମର ଖୋଲାଣ୍ଡି ଛକ ନିକଟରେ ବୁଧବାର ଅପରାହ୍ନ ୪ ଟା ରେ ଓଡି ୧୫ କ୍ଯୁ ୪୭୦୫ ନମ୍ବର ବିଶିଷ୍ଟ ହାଇୱା ଧକ୍କା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ଜୁନାଗଡ଼ ଥାନା ଯମୁନାବାହାଲ ଗାଁ ର ବୋଲି ସୂଚନା ମିଳିଛି।ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us