Download Now Banner

This browser does not support the video element.

ଗୋପାଳପୁର: ଗୋପାଳପୁର ଏନଏସିରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

Gopalpur, Ganjam | Oct 10, 2024
ଗୋପାଳପୁର NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ଘର ପାଖରେ ପହଞ୍ଚାଇବା ନେଇ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ବହୁ ମହିଳା ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରିଥଲେ l
Read More News
T & CPrivacy PolicyContact Us