Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ତାଳଦଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଘର ନିକଟରୁ ଥିବା ଏକ ଜାଲ ମଧ୍ୟରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା
Jagatsinghapur, Jagatsinghpur | Sep 11, 2025
ତାଳଦଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଘର ନିକଟରୁ ଥିବା ଏକ ଜାଲ ମଧ୍ୟରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା l ସୂଚନା ମୁତାବକ କୁଜଙ୍ଗ ଅଞ୍ଚଳ ର ତାଳଦଣ୍ଡା ଗ୍ରାମର ଉପେନ୍ଦ୍ର ମାଝୀ ଙ୍କ ଘର ନିକଟରେ ଥିବା ଏକ ଜାଲ ମଧ୍ୟରେ ଏକ ବିଷାକ୍ତ ନାଗ ସାପ ଦେଖିବାକୁ ମିଳିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!