This browser does not support the video element.
ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ସଭା ଗୃହରେ ସ୍ୱଛତା ହିଁ ସେବା କାର୍ଯକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ , ଯୋଗଦେଲେ ବିଡ଼ିଓ
Biramaharajpur, Subarnapur (Sonepur) | Sep 13, 2025
ଉଲୁଣ୍ଡା ବ୍ଲକ ସଭା ଗୃହରେ ସ୍ୱାଛତା ହିଁ ସେବା କାର୍ଯକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ଚିନ୍ମୟ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଏବିଡ଼ିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ, ସିଦିପିଓ ମନୋରମା ମିଶ୍ର, ଡିଏସସି ବଂଶୀଧର ନାଏକ ଯୋଗଦେଇ ମଂଚାସିନ ହୋଇଥିଲେ l ବୈଠକରେ ଆସନ୍ତା 17ତାରିଖ ଠାରୁ 2ଟା ପର୍ଯ୍ୟନ୍ତ ସ୍ବଚ୍ଛତା ହି ସେବା ପାଳନ କରାଯିବ l ଏହି ଅବସରରେ ଆସନ୍ତା 25ତାରିଖ ଦିନ ପ୍ରତ୍ୟେକ ପଞ୍ଚାୟତରେ ଶ୍ରମ ଦାନ କରାଯିବ ଏବଂ 27ତାରିଖ ଦିନ ବିଭିନ୍ନ ମନ୍ଦିର ଏବଂ ପର୍ଯଟନ ସ୍ଥଳୀ ଗୁଡ଼ିକରେ ସଫେଇ କରାଯିବ ନେଇ ନିଷ୍ପତି ନିଆଯାଇଥିଲା l ପ୍ରଦୀପ ଭୋଇ