Download Now Banner

This browser does not support the video element.

ରେଢାଖୋଲ: ବିଶିପାଲି ଛକରୁ ୧୪ କେଜି ଗଞ୍ଜେଇ ସହ ଦୁଇଟି କାର ଜବତ ୫ ଜଣ ଗିରଫ

Rairakhol, Sambalpur | Sep 5, 2025
ରେଢ଼ାଖୋଲ ବ‌ଉଦ ରାସ୍ତାର ବିଶିପାଲି ଛକରୁ ଶୁକ୍ରବାର ସଂଧ୍ୟାରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୪ କେଜି ଗଞ୍ଜେଇ ସହ ଦୁଇଟି କାର ଜବତ କରି ୫ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଛି । ଗିରଫ ମାନେ ବିହାର ରାଜ୍ୟର ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ବ‌ଉଦ ରୁ ରେଢ଼ାଖୋଲ ପଟକୁ ଗଞ୍ଜେଇ ଚାଳନା ହେ‌ଉଥିବା ନେଇ ଖବର ପାଇ ସମ୍ବଲପୁର ଅବକାରୀ ବିଭାଗର ମୋବାଇଲ ସ୍କାଡ ପକ୍ଷରୁ କଦଳୀଗଡର ବାଶିପାଲି ଛକରେ ଉକ୍ତ କାର ଦୁଇଟି କୁ ଅଟକାଇ ଯାଞ୍ଚ କରାଯାଇଥିଲା ।
Read More News
T & CPrivacy PolicyContact Us