Download Now Banner

This browser does not support the video element.

ବଲାଙ୍ଗୀର: ମହିଳା ମହାବିଦ୍ୟାଳୟ ଉନ୍ନତିକରଣ ବିଷୟରେ କଲେଜ କର୍ତ୍ତୃପକ୍ଷ ଅଧିକାରୀଙ୍କ ସହିତ ଆଲୋଚନା କରି ପ୍ରତିକ୍ରିୟା ରଖିଲେ ବିଧାୟକ

Balangir, Balangir | Aug 8, 2025
ବଲାଙ୍ଗୀର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ପହଞ୍ଚି ଉନ୍ନତିକରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ କଲେଜ କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଶିକ୍ଷାର ଗୁଣତ୍ତା, ଢାଞ୍ଚାଗତ ବିକାଶ ଓ ଛାତ୍ରୀମାନଙ୍କ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ କଦମ ଉଠାଯିବ ବୋଲି ବିଧାୟକ ମହୋଦୟ ଦୃଢ଼ ଭାବେ କହିଛନ୍ତି।
Read More News
T & CPrivacy PolicyContact Us