This browser does not support the video element.
କୋଟପାଡ: ଗୁପ୍ତେଶ୍ୱର ପୀଠ ପରିଦର୍ଶନ କଲେ ଜିଲ୍ଲାପାଳ, ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା
Kotpad, Koraput | Aug 25, 2025
ଗୁପ୍ତେଶ୍ୱର ପୀଠ ପରିଦର୍ଶନ କଲେ କୋରାପୁଟ ଜିଲ୍ଲାପାଳ ମୋନଜ ସତ୍ୟବନ ମହାଜନ l ସୋମବାର ଅପରାହ୍ନ ଚାରିଟା ସମୟରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପୀଠରେ କୋରାପୁଟ ଜିଲ୍ଲାପାଳ ପହଂଚି ଉନ୍ନୟନ ମୂଳକ କାର୍ଯ୍ୟ ତଦାରୋକ କରିଛନ୍ତି l ଗୁପ୍ତେଶ୍ୱର ମନ୍ଦିରର ପାଦ ଦେଶରେ ପୀଠର ସୌନ୍ଦର୍ଯ୍ୟ କରଣ ଚାଲିଛି l ନିର୍ମାଣ କାର୍ଯ୍ୟର ଅବଦ୍ଧି ଶେଷ ହୋଇଥିଲେ ସୁଦ୍ଧା କାମ ଶେଷ ହୋଇପାରୁନାହିଁ l ଏଣୁ ଠିକାଦାର ଙ୍କୁ ଅତିଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ଏବଂ ଅନ୍ୟନ୍ୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କୋରାପୁଟ ଜିଲ୍ଲାପାଳ l