This browser does not support the video element.
ଜୁନାଗଡ: କେଗାଁ ସ୍ଥିତ ଟ୍ରାନ୍ସଫରମର ରେ ଲାଗିଲା ନିଆଁ, ଲୋକେ ଭୟଭିତ
Junagarh, Kalahandi | Sep 12, 2025
କେଗାଁ ସ୍ଥିତ ବିଦ୍ୟୁତ ଟ୍ରାନ୍ସଫରମର ରେ ନିଆଁ ଲାଗିଥିଵା ବେଳେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ। ଘଟଣା ଟି ଶୁକ୍ରବାର ଅପରାହ୍ନ ୩ ଟା ରେ ଘଟିଛି। କେଗାଁ ୱାର୍ଡ ନମ୍ବର ୧ ସ୍ଥିତ ଏକ ବିଦ୍ୟୁତ ଟ୍ରାନ୍ସଫରମର ରେ ନିଆଁ ଲାଗି ଯାଉଥିବା ଦେଖି ସମାଜସେବୀ ଆଲୋକ ଅଗ୍ରୱାଲ ବିଦ୍ୟୁତ ବିଭାଗ କୁ ଯୋଗାଯୋଗ କରିଥିଲେ। ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ବିଦ୍ୟୁତ ଷ୍ଟ୍ରିପ କରିବା ସହ ମରାମତି କରିଥିଲେ।