Download Now Banner

This browser does not support the video element.

କୋଟପାଡ: ଏନଏସି ଘଷଣା ପରେ ବରିଗୁମ୍ମା ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ନେତା ଗୌତମ ସାମନ୍ତରାୟ l

Kotpad, Koraput | Aug 31, 2025
ଏନଏସି ଘଷଣା ପରେ ବରିଗୁମ୍ମା ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ନେତା ଗୌତମ ସାମନ୍ତରାୟ l  ଆଜି ସ୍ୱାୟତ୍ତ ଶାସନ ଦିବସରେ ଅବସରରେ ସରକାର ବୋରିଗୁମ୍ମା କୁ ଏନଏସି ଘଷଣା କରିବା ପରେ ରବିବାର ଅପରାହ୍ନ ୫ ଟା ବେଳେ ପ୍ରତିକ୍ରିୟା ରଖିଲେ ବିଜେପି ନେତା ଗୌତମ ସାମନ୍ତରାୟ l ବରିଗୁମ୍ମା ଠାରେ ଜାତି ଧର୍ମ ବର୍ଣ୍ଣ ଦଳଗତ ନିର୍ବିଶେଷରେ ସମସ୍ତେ ମିଶି ପରସ୍ପରକୁ ମିଠା ଖୁଆଇ ନାଚି ବାଜା ବାଣ ଫୁଟାଇ ଖୁସି ଜାହିର କରିଛନ୍ତି।
Read More News
T & CPrivacy PolicyContact Us