Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଓମ ଶାନ୍ତି ବ୍ରହ୍ମକୁମାରୀ ତରଫରୁ ଗୋଶାଳା ରୋଡ଼ ଶିବ ଅର୍ପଣ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ

Jharsuguda, Jharsuguda | Aug 24, 2025
ଝାରସୁଗୁଡା ଓମ ଶାନ୍ତି ବ୍ରହ୍ମ କୁମାରୀ ତରଫରୁ ଗୋଶାଳା ରୋଡ଼ ଶିବ ଅର୍ପଣ ଭବନ ରେ ଦାଦି ପ୍ରକାଶ ମଣି ଙ୍କ ସ୍ମୁତି ଅବସରରେ ଆଜି ରବିବାର ସକାଳ ଏଗାରଟା ସମୟରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମ ଏମ ପଣ୍ଡା ମୁଖ୍ୟ ଅତିଥି ଭାବ ରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଓମ ଶାନ୍ତି ବ୍ରହ୍ମ କୁମାରୀ ତରଫରୁ ଝାରସୁଗୁଡା ସଂଚାଳିକା ବିକେ ଅଶ୍ୱିନୀ ଦିଦି, ବେଲପାହାଡ ସଂଚାଳିକା ଶିଖା ଦିଦି, ବ୍ରଜରାଜନଗର ର ସଂଚାଳିକା ବିକେ ମମତା ଦିଦି ପ୍ରମୁଖ ରକ୍ତଦାନ ଶିବିର କୁ ଦ୍ବୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ |
Read More News
T & CPrivacy PolicyContact Us