Download Now Banner

This browser does not support the video element.

ସୁନ୍ଦରଗଡ ସହର: ଯୋଗାଣ ଅଧିକାରୀ ଙ୍କ ବଦଳି ଦାବି ନେଇ ସର୍କିଟ ହାଉସ ରେ ଉପ ବାଚସ୍ପତି ଙ୍କୁ ଦେଲେ ଦାବିପତ୍ର ପ୍ରଦାନ।

Sundargarh Town, Sundargarh | Jul 29, 2024
ଯୋଗାଣ ଅଧିକାରୀ ବବିଲତା ବେହେରା ଙ୍କ ବଦଳି ଦାବି ନେଇ ଏକ ଦାବିପତ୍ର ସୁନ୍ଦରଗଡ଼ ପୌରପାଳିକା ର କିଛି କାଉନସିଲର ଓ ଅଞ୍ଚଳବାସୀ ବିଧାନସଭା ଉପ ବାଚସ୍ପତି ମାନ୍ୟବର ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us