Download Now Banner

This browser does not support the video element.

ଢେଙ୍କାନାଳ ସଦର: ତାଳବରକୋଟ ଗ୍ରାମ ନିକଟ ଜନଶୁଣାଣୀ ଶେଷରେ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କତୃପକ୍ଷ ପ୍ରତିକ୍ରିୟାରେ ଯାହା କୁହନ୍ତି

Dhenkanal Sadar, Dhenkanal | Sep 3, 2025
ଢେଙ୍କାନାଳ ସଦର ବ୍ଲକ ଗଜମରାଠାରେ ହେବାକୁ ଥିବା କଲ୍ୟାଣୀ କମ୍ପାନୀ ପାଇଁ ତାଳବରକୋଟ ଗ୍ରାମ ନିକଟରେ ଆଜି ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଲଲିତ କୁମାର ବେହେରା ଓ କମ୍ପାନୀ କତୃପକ୍ଷ ସ୍କାରକ ମହାନ୍ତି ବୁଧବାର ମଧ୍ୟାହ୍ନ ୧ଟାରେ କଣ କହୁଛନ୍ତି।
Read More News
T & CPrivacy PolicyContact Us