This browser does not support the video element.
ସୋନପୁର: ସିତଳାଇ କଲ୍ୟାଣ ମଣ୍ଡପ ଠାରେ କର୍ମଚାରୀ ସହଁରା (ଶବର) ସମାଜ ର ନୂଆଁଖାଇ ଭେଟ ଘାଟ କାର୍ଯ୍ଯ କ୍ରମ
Sonapur, Subarnapur (Sonepur) | Sep 7, 2025
ଆଜି ସୁବର୍ଣ୍ଣପୁର ସିତଳାଇ କଲ୍ୟାଣ ମଣ୍ଡପ ଠାରେ କର୍ମଚାରୀ ସହଁରା (ଶବର) ସମାଜ ର ନୂଆଁଖାଇ ଭେଟ ଘାଟ କାର୍ଯ୍ଯ କ୍ରମ ମହା ସମାରୋହରେ ପାଳନ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଡି ଏସ ପି ରାଜେଶ୍ୱରି ଭୋଇ, ସମ୍ମାନିତ ଅତିଥି ଭାବରେ ବାସନ୍ତୀ ବୁଡେକ, ସୁକାନ୍ତି ଭୂଏ, ଓ ମୁଖ୍ୟ ବକ୍ତା ଭାବେ ଜମ୍ବୁ ବତି ଭୋଇ ଯୋଗ ଦେଇଥିଲେ l ସବ୍ୟାରାଣୀ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମାଜ ରେ ଆମ ନାରୀ ବନ୍ଦନୀୟ ଅଟନ୍ତି ତେଣୁ ପ୍ରତ୍ୟେକ କ୍ଷେତ୍ର ରେ ନାରୀ ମାନେ ନେତୃତ୍ଵ ନେବେ ଓ ସମାଜ ର କୁସଂସ୍କାର କୁ ଦୂର କରି