This browser does not support the video element.
ବରଗଡ: ବୁଡେନ ପୋଲିସ ପକ୍ଷରୁ ଆମ୍ବାହାଲ ଗ୍ରାମରେ ଚାଲିଥିବା ବେଆଇନ ମଦ ବିକ୍ରି ଉପରେ ଚଢ଼ାଉ କରାଯାଇଥିବା ନେଇ ସୂଚନା ପ୍ରଦାନ
Bargarh, Bargarh (Baragarh) | Sep 5, 2025
ଆମବାହାଲ ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦବିକ୍ରି ଉପରେ ଚଢ଼ାଉ କରି 75 ଗୋଟି ଦେଶୀ ମଦ ପାଉଚ ଜବତ କରାଯାଇଥିବା ଶୁକ୍ରବାର ସନ୍ଧ୍ୟା 7 ଘଣ୍ଟା ସମୟରେ ସୂଚନା ଦେଲା ବୁଡେନ ପୋଲିସ | ସୂଚନା ଅନୁସାରେ ଗତ କାଲି ସାନ୍ଧ୍ୟ ସମୟରେ ବୁଡେନ ପୋଲିସ ଦ୍ୱାରା ଆମବାହାଲ ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦବିକ୍ରି ଉପରେ ଚଢ଼ାଉ କରି 75 ଗୋଟି ଦେଶୀ ମଦ ପାଉଚ ଜବତ କରିଛି ପୋଲିସ | ତେବେ ଏତଲାର ସଠିକ ସମୟ ଜଣାଯାଇ ନ ଥିବା ବେଳେ ପୋଲିସ ପକ୍ଷରୁ ଅଭିଯୁକ୍ତର ନାମ ଉଜାଗର କରିବାକୁ ମନା କରାଯାଇଛି |