Download Now Banner

This browser does not support the video element.

କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୧୬୯ରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

Kendrapara, Kendrapara | Aug 31, 2025
ଆଜି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର୍ ୧୬୯ ରେ ପ୍ରଧାନମନ୍ତ୍ରୀଙ୍କ ୧୨୫ତମ "ମନ କି ବାତ" କାର୍ଯ୍ୟକ୍ରମ ଆଜି ପ୍ରାୟ ୧୨ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ସମାଜ ସେବୀ ଓ ବିଜେପିର ଅନେକ କାର୍ଯ୍ୟକର୍ତା ମାନେ ଉତ୍ସାହର ସହିତ ଯୋଗଦେଇଥିଲେ ଓ ଏଥିରେ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ଏବଂ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ ।
Read More News
T & CPrivacy PolicyContact Us