Install App
publicnewskadambini
This browser does not support the video element.
ପଟ୍ଟାଙ୍ଗୀ: ସୁନାବେଡା ବିଜୁ ପଟ୍ଟନାୟକ ପାର୍କରେ ନୂତନ ଟୟେ ଟ୍ରେନର ଶୁଭାରମ୍ଭ,ଯୋଗ ଦେଲେ କୋରାପୁଟ ବିଧାୟକ
Pottangi, Koraput | Aug 31, 2025
ରବିବାର କୋରାପୁଟ ଜିଲ୍ଲା ସୁନାବେଡା ବିଜୁ ପଟ୍ଟନାୟକ ପାର୍କରେ ନୂତନ ଟୟେ ଟ୍ରେନ୍ ର ଉଦଘାଟନ ହୋଇଯାଇଥିବା ଦିନ ୨ଟା ସମୟରେ ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମ ରେ କୋରାପୁଟ ବିଧାୟକ ରଘୁରାମ ମାଛ,ସୁନାବେଡା ପୌରାଧ୍ୟକ୍ଷ, ଉପାଦକ୍ଷା, ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!