Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାରୁଡା ଗ୍ରାମ ରେ ସ୍ବଛ ଉଛବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Bhanjanagar, Ganjam | Sep 24, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାରୁଡା ଗ୍ରାମ ରେ ସ୍ବଛ ଉଛବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଗ୍ରାମ ବହୁ ଜନସାଧାରଣ ଙ୍କ ସମେତ ମହିଳା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ର ମୁଳ ଉଦ୍ଦେଶ୍ଯ ନିଜ ଗ୍ରାମ ତଥା ପରିବେଶ କୁ ସଫସୁତରା ରଖିବା ।
Read More News
T & CPrivacy PolicyContact Us