Download Now Banner

This browser does not support the video element.

ଛତ୍ରପୁର: ମେଣ୍ଟୁ ଛକରେ ଦେହରେ ନିଆଁ ଲଗେଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ଭୁବନେଶ୍ବର ଏମ୍ସରେ ଯୁବକଙ୍କ ମୃତ୍ୟୁ

Chhatrapur, Ganjam | Sep 12, 2025
ବ୍ରହ୍ମପୁର ବଡ଼ ବଜାର ଥାନା ମେଣ୍ଟୁ ଛକରେ ଦେହରେ ନିଆଁ ଲଗେଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଯୁବକଙ୍କ ମୃତ୍ୟୁ। ଶୁକ୍ରବାର ସଂନ୍ଧ୍ଯାରେ ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ପୋଡି ହୋଇଥିବା ଯୁବକ ସୁରଜ ସାହୁଙ୍କ ମୃତ୍ୟୁ ହୋଇଛି । ଦେହରେ ପେଟ୍ରୋଲ ଢାଳି ସେ ଗୁରୁତର ଆହତ ହୋଇ ପ୍ରଥମେ ବ୍ରହ୍ମପୁର ଏମକେସିଜି ପରେ ଏମ୍ସ ରେ ଭର୍ତ୍ତି ହୋଇଥିଲେ ।ଆଜି ସନ୍ଧ୍ୟାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।
Read More News
T & CPrivacy PolicyContact Us