This browser does not support the video element.
ସଦର: ଆସନ୍ତା ୨୬ ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଗସ୍ତ, କଶୃପଡ଼ାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Sadar, Kalahandi | Aug 24, 2025
ଆସନ୍ତା ୨୬ ତାରିଖ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରଥମ କଳାହାଣ୍ଡି ଗସ୍ତ କଳାହାଣ୍ଡି ଆସୁଛନ୍ତି ଓଡ଼ିଶା ପ୍ରଦେଶ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ତେବେ ରାଜ୍ୟ ରେ ସଭାପତି ଦାଇତ୍ୱ ଗ୍ରହଣ ପରେ ପ୍ରଥମ କଳାହାଣ୍ଡି ଗସ୍ତ କୁ ନେଇ ଆଜି କଶୃପଡା ରେ ଏକ ପ୍ରସ୍ତୁତି ବୈଠକ କଳାହାଣ୍ଡି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ରାଜ୍ୟ ସଭାପତି ଙ୍କ ଆଗମନ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ବିସ୍ତୃତ ଆଲୋଚନା ହୋଇଥିଲା, ଏନେଇ ଆଜି ସମୟରେ ଜଣାଯାଇଛି